https://kanaknews.com/vhp-collecting-rupees-across-india-from-ram-devotee-for-ram-temple/
ସାଧାରଣ ଲୋକଙ୍କ ଦାନ ଟଙ୍କାରେ ହେବ ଭବ୍ୟ ଶ୍ରୀରାମ ମନ୍ଦିର । ଜାନୁଆରୀ ୧୫ରୁ ଦେଶବ୍ୟାପୀ ଟଙ୍କା ଯୋଗାଡ କରିବେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ।